ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଲିଙ୍ଗରାଜ
ବ୍ରାହ୍ମଣ ନିଯୋଗ ଦୁଇ ଫାଳ । ୮ ବର୍ଷ ପୁର୍ବରୁ
ନିଯୋଗ ଦାୟିତ୍ଵ ତୁଲାଇଥିବା ଗୋଷ୍ଠୀକୁ ଇନଭାଲିଡ କହିଲା ଆଉ ଗୋଟିଏ ଗୋଷ୍ଠୀ । ପୁର୍ବ ବ୍ରାହ୍ମଣ
ନିଯୋଗ ଗୋଷ୍ଠୀ ୱାନ ମ୍ୟାନ ଶୋ ଚାଲିଥିଲା । ୮ ବର୍ଷ ହେଲା ଜେନେରାଲ ବଡି ମିଟିଂ ବସୁନଥିଲା । ପୂର୍ବ
ନିଯୋଗରେ ବହୁ ଅନିୟମିତତା ଥିଲା । ପୂର୍ବ ନିଯୋଗ ପଦ ପଦବୀ ଛାଡୁ ନାହାଁନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା