ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଚଳିତ ବର୍ଷ
ଧାନ କିଣାରେ 9 ଜଣ ମିଲରଙ୍କ ବିରୋଧରେ
କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର
ରଖିଛନ୍ତି । ସେବା ସମବାୟ ସମିତିରେ ନିଯୁକ୍ତ ମିଲରଙ୍କ ବିରୋଧରେ କଟଣୀ ଛଟଣୀ ସହ ବିଭିନ୍ନ
ଅଭିଯୋଗ ପରେ ହୋଇଛି ଆକ୍ସନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା