ନୟାଗଡର ୪ ମିଲରଙ୍କୁ ଯୋଗାଣ ବିଭାଗର ସୋ କଜ୍ ନୋଟିସ
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ନୟାଗଡର ୪ ମିଲରଙ୍କୁ ଯୋଗାଣ ବିଭାଗର ସୋ କଜ୍ ନୋଟିସ ଜାରି ହୋଇଛି । ୩ ଦିନ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ଭିତରେ ଜବାବ ଦାଖଲ ନ କଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲା ଯୋଗାଣ ବିଭାଗ । ଠିକ ସମୟରେ ଚା
ନୟାଗଡର ୪ ମିଲରଙ୍କୁ     ଯୋଗାଣ ବିଭାଗର ସୋ କଜ୍ ନୋଟିସ


ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ନୟାଗଡର ୪

ମିଲରଙ୍କୁ ଯୋଗାଣ ବିଭାଗର ସୋ କଜ୍ ନୋଟିସ ଜାରି ହୋଇଛି । ୩ ଦିନ ଭିତରେ ଜବାବ ଦାଖଲ ପାଇଁ

ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ଭିତରେ ଜବାବ ଦାଖଲ ନ କଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲା

ଯୋଗାଣ ବିଭାଗ । ଠିକ ସମୟରେ ଚାଷୀଙ୍କ ଧାନ ନ ଉଠାଇବା ଓ ଟଙ୍କା ଠିକ ସମୟରେ ଚାଷୀଙ୍କୁ ନ ଦେବାର

ଅଭିଯୋଗ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande