ବିଜେଡି ସମୟରେ ଚାଲିଥିଲା ବଡ଼ ଦୁର୍ନୀତି- ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.) - ମୃତ ରାସନ କାର୍ଡ ହିତାଧିକାରୀ ନେଇ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଲୋକ ମଲା ପରେ ବି ଚାଲିଥିଲା ପ୍ରକ୍ରିୟା । ମୃତ୍ୟୁର ୪ - ୫ବର୍ଷ ପରେ ମଧ୍ୟ ଉଠୁଥିଲା ଚାଉଳ । ବିଜେଡି ସମୟରେ ଚାଲିଥିଲା ବଡ଼ ଦୁର୍ନୀତି । ଇ-କେୱା
ବିଜେଡି ସମୟରେ ଚାଲିଥିଲା     ବଡ଼ ଦୁର୍ନୀତି- ଯୋଗାଣ ମନ୍ତ୍ରୀ


ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)

- ମୃତ ରାସନ

କାର୍ଡ ହିତାଧିକାରୀ ନେଇ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଲୋକ ମଲା ପରେ ବି

ଚାଲିଥିଲା ପ୍ରକ୍ରିୟା । ମୃତ୍ୟୁର ୪ - ୫ବର୍ଷ ପରେ ମଧ୍ୟ ଉଠୁଥିଲା ଚାଉଳ । ବିଜେଡି ସମୟରେ

ଚାଲିଥିଲା ବଡ଼ ଦୁର୍ନୀତି । ଇ-କେୱାଇସି ଶେଷ ପରେ ଆରମ୍ଭ ହେବ ତଦନ୍ତ ।

ରାଜ୍ୟରେ ୩ ଲକ୍ଷ ୨୮

ହାଜରରୁ ଅଧିକ ମୃତ ହିତାଧିକାରୀ ଚାଉଳ ନେଉଥିଲେ । ଏହା ଇ-କେୱାଇସି ଦ୍ୱାରା ଧାରା ପଡିଲା । ଏ

ରାସନ କାର୍ଡ ଏବେ କଟା ସରିଛି । ଆୟକର ଦାତାଙ୍କୁ ମଧ୍ୟ ନୋଟିସ ହୋଇଛି । ଏବେ ଫିଜିକାଲ

ଭେରିଫିକେସନ ଚାଲିଛି । ଲୋକ ମାନେ ମଲା ପର ଠାରୁ ୪-୫ ବର୍ଷ ପର୍ଯ୍ୟନ୍ତ ଏ ପ୍ରକ୍ରିୟା

ଚାଲିଥିଲା । ଚାଉଳ କିଏ ଖାଉଥିଲା ତାର ତଦନ୍ତ ଚାଲିଛି । ଏଥିରେ କୋଟି କୋଟି ଟଙ୍କା ଦୁର୍ନୀତି

ହୋଇଛି । ବିଜେଡି ସରକାରରେ ହୋଇଥିବା ଦୁର୍ନୀତିର ଗୋଟି ଗୋଟି ତଦନ୍ତ ହେବ । ବିଜେଡି କେବଳ

ଦୁର୍ନୀତି କରୁଥିଲା । ୩୧ ତାରିଖ ପରେ କେତେ ଭୂତ ରାସନ କାର୍ଡ ରହିଛି ସ୍ପଷ୍ଟ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande