କିଟ୍ ମୃତଛାତ୍ରୀଙ୍କ ସୁଇସାଇଡ୍ ନୋଟ୍ ଜବତ
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.) - କିଟ ଛାତ୍ରୀ ମୃତ୍ୟୁ ଘଟଣା । ମୃତ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ କରିଛି ପୋଲିସ । ନେପାଳୀ ଭାଷାରେ ଲେଖା ହୋଇଛି ସୁଇସାଇଡ ନୋଟ୍ । ପୁରୁଷ ବନ୍ଧୁ କେମିତି ନିର୍ଯାତନା ଦେଉଥିଲେ ସବୁ ଘଟଣା ସୁଇସାଇଡ ନୋଟରେ ଲେଖା ଅଛି । ଜବତ ସୁଇସାଇଡ ନୋଟ
କିଟ୍ ମୃତଛାତ୍ରୀଙ୍କ ସୁଇସାଇଡ୍ ନୋଟ୍ ଜବତ


ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)

- କିଟ ଛାତ୍ରୀ ମୃତ୍ୟୁ ଘଟଣା । ମୃତ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ କରିଛି

ପୋଲିସ । ନେପାଳୀ ଭାଷାରେ ଲେଖା ହୋଇଛି ସୁଇସାଇଡ ନୋଟ୍ । ପୁରୁଷ ବନ୍ଧୁ କେମିତି ନିର୍ଯାତନା

ଦେଉଥିଲେ ସବୁ ଘଟଣା ସୁଇସାଇଡ ନୋଟରେ ଲେଖା ଅଛି । ଜବତ ସୁଇସାଇଡ ନୋଟ ହ୍ୟାଣ୍ଡ ରାଇଟିଂ ବ୍ୟରୋକୁ ପଠାଇଲା ପୋଲିସ । ସେପଟେ

ମୃତ ଛାତ୍ରୀ ଓ ଗିରଫ ପୁରୁଷ ବନ୍ଧୁଙ୍କ ଜବତ ମୋବାଇଲ ଫୋନ ଓ ଲାପଟପକୁ ରାଜ୍ୟ ଫୋରେନସିକକୁ

ପଠାଇଛି ପୋଲିସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande