ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ । ଭୁ ଅର୍ଜନ (ସାଧାରଣ )ଉପ ବିଭାଗର ଡେପୁଟି
କଲେକ୍ଟର ବରିଷ୍ଠ ଓଏଏସ ଅଧିକାରୀ ଶରତ ଗିରି ୫୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା
ଧରାପଡିଲେ । ଚିତ୍ରସେନ ବ୍ରହ୍ମଙ୍କ ଠାରୁ
ଜମିଜମା ମାମଲାରେ ସେ ଟଙ୍କା ନେଉଥିଲେ । ତାଙ୍କର ପୈତୃକ ବାସଭବନ ସହିତ ବିଭିନ୍ନ ସ୍ଥାନରେ
ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା