ଗଞାମ, ୨୦ ଫେବୃଆରୀ (ହି.ସ.)- ପିତ୍ତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେଂଦ୍ରରେ ଫେବୃଆରୀ ମାସର ଆୟୁଷ୍ମାନ ଆରୋଗ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି ।ଡାକ୍ତର ମାନସ ରଂଜନ ବିଷୋଇ, ଆୟୁଷ ଡାକ୍ତର ଦେବାଶିଷ ଶତପଥୀ ,ଫାର୍ମାସୀ ଅଧିକାରୀ ବସନ୍ତ କୁମାର ସୁବୁଦ୍ଧି, ଏଲ ଟି ପ୍ରତିୱାସାହୁ, ହସପିଟାଲର କର୍ମଚାରୀ ବୃନ୍ଦ ପଂଚାନନ ଗୌଡ,ଶରତ ପଟ୍ଟନାୟକ ଓରୋହିତନାୟକ ଆଶା ଓ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଆଖପାଖ ଅଞ୍ଚଳର ବହୁ ରୋଗୀ ଶିବିରରେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ