ପରିବା ଦୋକାନରେ ଅଗ୍ନିକାଣ୍ଡ
ଜୟପୁର, ୨୦ ଫେବୃଆରୀ (ହି.ସ.)- ଜୟପୁର ଖ୍ରୀଷ୍ଟିଆନପେଟା ଛକରେ ଥିବା ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ୭ଟାରେ ଜୟପୁର ଦମକଳ ବାହିନି ଖବର ପାଇ ପହଞ୍ଚି ଥିଲେ । ନିକଟରେ ଟ୍ରାନ୍ସଫର୍ମର ରହିଥିଲା । ତେବେ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତି ଥିଲେ । ଦମକଳ ବାହିନି ପହଞ୍ଚି ସାଢେ ୮ଟା ସମୟ
ପରିବା ଦୋକାନରେ ଅଗ୍ନିକାଣ୍ଡ


ଜୟପୁର, ୨୦ ଫେବୃଆରୀ (ହି.ସ.)-

ଜୟପୁର ଖ୍ରୀଷ୍ଟିଆନପେଟା ଛକରେ ଥିବା ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ୭ଟାରେ ଜୟପୁର ଦମକଳ ବାହିନି ଖବର ପାଇ ପହଞ୍ଚି ଥିଲେ । ନିକଟରେ ଟ୍ରାନ୍ସଫର୍ମର ରହିଥିଲା । ତେବେ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତି ଥିଲେ । ଦମକଳ ବାହିନି ପହଞ୍ଚି ସାଢେ ୮ଟା ସମୟରେ ନିଆଁକୁ ଆୟତ୍ତ କରିଥିଲେ । ଜୟପୁର ଆସିଷ୍ଟାଣ୍ଡ ଫାୟର ଅଫିସର ସୁରେଶ ବାରିକଙ୍କ ନେତ୍‌ୃତରେ ଦମକଳ ବାହିନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟସର୍କିଟ ଯୋଗୁଁ ଏପିରି ଘଟଣା ଘଟିଥିବା ଦମକଳ ବାହିନି ଆଶଙ୍କା କରୁଛି l

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande