କିଟ ଜମି କେଳେଙ୍କାରୀ ପ୍ରସଙ୍ଗରେ ଅଭିଯୋଗ ଆଧାରରେ ହେବ ତଦନ୍ତ
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.) - କିଟ୍ ଜମି କେଳାଙ୍କାରି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସଂପଦ ସ୍ୱାଇଁ । ସେ କହିଛନ୍ତି ଯେ, ଅଭିଯୋଗ ଆଧାରରେ ତଦନ୍ତ ହେବ। ଏହି ସରକାରରେ କୌଣସି ପ୍ରକାର ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ। ତଦନ୍ତ ରିପୋର୍ଟ ଆସିଲେ ଦୋଷୀ ବିର
କିଟ ଜମି କେଳେଙ୍କାରୀ ପ୍ରସଙ୍ଗରେ ଅଭିଯୋଗ ଆଧାରରେ ହେବ ତଦନ୍ତ


ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)

- କିଟ୍ ଜମି କେଳାଙ୍କାରି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସଂପଦ

ସ୍ୱାଇଁ । ସେ କହିଛନ୍ତି ଯେ, ଅଭିଯୋଗ ଆଧାରରେ ତଦନ୍ତ ହେବ। ଏହି ସରକାରରେ କୌଣସି ପ୍ରକାର

ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ। ତଦନ୍ତ ରିପୋର୍ଟ ଆସିଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଗ୍ରହଣ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande