ନୂଆ ଜିଲ୍ଲା ଗଠନ ନେଇ ସରକାରଙ୍କ ସଙ୍କେତ
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ନୂଆ ଜିଲ୍ଲା ଗଠନ ନେଇ ସରକାରଙ୍କ ସଙ୍କେତ । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ବିଭିନ୍ନ ପ୍ରାନ୍ତରୁ ନୂତନ ସବଡିଭିଜନ ଓ ନୂଆ ଜିଲ୍ଲା ଗଠନ ଦାବି ରାଜସ୍ୱ ବିଭାଗର ହସ୍ତଗତ ହୋଇଛି । ଦାବି ଗୁଡିକ ଉପରେ ରାଜ୍ୟ
ନୂଆ ଜିଲ୍ଲା ଗଠନ ନେଇ     ସରକାରଙ୍କ ସଙ୍କେତ


ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ନୂଆ ଜିଲ୍ଲା

ଗଠନ ନେଇ ସରକାରଙ୍କ ସଙ୍କେତ । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ବିଭିନ୍ନ

ପ୍ରାନ୍ତରୁ ନୂତନ ସବଡିଭିଜନ ଓ ନୂଆ ଜିଲ୍ଲା ଗଠନ ଦାବି ରାଜସ୍ୱ ବିଭାଗର ହସ୍ତଗତ ହୋଇଛି । ଦାବି

ଗୁଡିକ ଉପରେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande