ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ଆଜି ଦିଲ୍ଲୀର ରାମଲୀଲା ମୈଦାନରେ ଏକ ବିଶେଷ
କାର୍ଯ୍ୟକ୍ରମରେ ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ଓ ତାଙ୍କ ନେତୃତ୍ୱରେ ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳର ନୂତନ ମନ୍ତ୍ରୀମଣ୍ଡଳ
ଶପଥ ଗ୍ରହଣ କରିବେ।ଏହି କାର୍ଯ୍ୟକ୍ରମରେ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ନୂତନ
ସରକାରଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ଆଗାମୀ
ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭାବିଳାଶ ପ୍ରଦାନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା