ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ବିଗତ 5 ବର୍ଷରେ 9688 କୋଟି ଟଙ୍କାର ପରିବହନ ଟିକସ ଆଦାୟ ହୋଇଛି । ବିଜେପି ବିଧାୟକ
ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଉତ୍ତର ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା 23,
296 ଟି ବିଏଚରେ ପଞ୍ଜିକୃତ ହୋଇଛି । ଟିକସ ଖିଲାପକାରି ଯାନ ଗୁଡିକୁ ଦିନକୁ 100 ଟଙ୍କା ଟିକସ
ଆଦାୟ କରିବାର ବ୍ୟବସ୍ଥା ଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା