ଗୁଡଭେଲା ବ୍ଲକର ନୂତନ ବିଇଓ ନମିତା ରାଣୀ ଭୋଇଙ୍କ କାର୍ଯ୍ୟରେ ଯୋଗଦାନ
ବଲାଙ୍ଗିର, ୨୧ ଫେବୃଆରୀ (ହି.ସ.)- ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକର ନୂତନ ବିଇଓ ଭାବେ ଶୁକ୍ରବାର ନମିତା ରାଣୀ ଭୋଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ତାଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ସୁରେନ୍ଦ୍ର ସୁନା ଓ ବିପିନ ବାଗ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ
ଗୁଡଭେଲା ବ୍ଲକର ନୂତନ ବିଇଓ ନମିତା ରାଣୀ ଭୋଇଙ୍କ ଯୋଗଦାନ


ବଲାଙ୍ଗିର, ୨୧ ଫେବୃଆରୀ (ହି.ସ.)- ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକର ନୂତନ ବିଇଓ ଭାବେ ଶୁକ୍ରବାର ନମିତା ରାଣୀ ଭୋଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ତାଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ସୁରେନ୍ଦ୍ର ସୁନା ଓ ବିପିନ ବାଗ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । ଶ୍ରୀମତୀ ଭୋଇ ପୂର୍ବରୁ ଲାଞ୍ଜିଗଡ ବିଇଓ ଭାବେ କାର୍ଯ୍ୟ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande