ଟାଉନ ଥାନା ଅଧିକାରି ହେବେ ଇଶ୍ୱର ତାଣ୍ଡି
ଜୟପୁର, ୨୧ ଫେବୃଆରୀ (ହି.ସ.)- ଜୟପୁର ଟାଉନ ଥାନା ଅଧିକାରି ହେବେ ଇଶ୍ୱର ତାଣ୍ଡି । ଇଶ୍ୱର ତାଣ୍ଡି ବତ୍ତମାନ ସଦର ଥାନା ଅଧିକାରି ଅଛନ୍ତି । ଜୟପୁର ଟାଉନ ଥନା ଅଧିକାରି ରମଣି ରଞ୍ଜନ ଦଳେଇଙ୍କୁ ଅନୁଗୁଳ ଜିଲାକୁ ବଦଳି ହେବା ପରେ ଇଶ୍ୱର ତାଣ୍ଡିଙ୍କୁ ଟାଉନ ଥାନା ଅଧିକାରି ଭାବେ ବଦଳି ହୋଇଛି । ସ
ଟାଉନ ଥାନା ଅଧିକାରି ହେଲେ ଇଶ୍ୱର ତାଣ୍ଡି


ଜୟପୁର, ୨୧ ଫେବୃଆରୀ (ହି.ସ.)-

ଜୟପୁର ଟାଉନ ଥାନା ଅଧିକାରି ହେବେ ଇଶ୍ୱର ତାଣ୍ଡି । ଇଶ୍ୱର ତାଣ୍ଡି ବତ୍ତମାନ ସଦର ଥାନା ଅଧିକାରି ଅଛନ୍ତି । ଜୟପୁର ଟାଉନ ଥନା ଅଧିକାରି ରମଣି ରଞ୍ଜନ ଦଳେଇଙ୍କୁ ଅନୁଗୁଳ ଜିଲାକୁ ବଦଳି ହେବା ପରେ ଇଶ୍ୱର ତାଣ୍ଡିଙ୍କୁ ଟାଉନ ଥାନା ଅଧିକାରି ଭାବେ ବଦଳି ହୋଇଛି । ସେମିଳିଗୁଡା ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନଙ୍କୁ ଜୟପୁର ସଦର ଥାନା ଅଧିକାରି ଭାବେ ବଦଳି କରାଯାଇଛି । କୋରାପୁଟ ମୁଖ୍ୟାଳୟରେ ଥିବା ଆଶ୍ରିତା ଖାଲସୋ ଙ୍କୁ ଜୟପୁର ମହିଳା ଥାନା ଅଧିକାରି ଭାବେ ବଦଳି ହୋଇଥିବା ବେଳେ ଏଠାରେ ଥିବା ଅନିତା କୁଜୁର ଙ୍କୁ ସେମିଳିଗୁଡା ଥାନା ଅଧିକାରି ଭାବେ ବଦଳି କରାଯାଇଛି । କୋରାପୁଟ ଏସପି ଏହି ପୋଲିସ ଅଧିକାରିଙ୍କ ବଦଳି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande