ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)
- କଟକ
ବାଲିଯାତ୍ରା 2024ରେ ମୋଟ 2438 ସଂଖ୍ୟକ ଷ୍ଟଲ୍ ଖୋଲିଥିଲା। ନିଲାମ
ଆଧାରରେ 1188 ଟି ଓ ସ୍ଥିରୀକୃତ ଦର ଆଧାରରେ 1250 ଟି ଷ୍ଟଲ୍ ଆବଣ୍ଟନ ହୋଇଥିଲା। ମୋଟ 6 କୋଟି 38 ଲକ୍ଷ 26 ହଜାର 446 ଟଙ୍କା ଆଦାୟ ହୋଇଛି। ଜିଲ୍ଲା
ସାଂସ୍କୃତିକ ପରିଷଦ ପକ୍ଷରୁ ଦିଆଯାଇଥିବା ତଥ୍ୟ ଆଧାରରେ ଗୃହରେ କଟକ ବାରବାଟୀ ବିଧାୟିକା ସୋଫିଆ
ଫିର ଦୋଷଙ୍କ ପ୍ରଶ୍ନ ର ଉତ୍ତର ରଖିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା