ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- କଂଗ୍ରେସ ଭବନରେ
ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ଭକ୍ତ ଚରଣ ଦାସ । ସଭାପତିଙ୍କ ସହ ନୂଆ ଓଡିଶା କଂଗ୍ରେସ
ପ୍ରଭାରୀ ଅଜୟ କୁମାର ଲଲୁ, କଂଗ୍ରେସ
ନେତା ଓ କର୍ମୀ ଉପସ୍ଥିତି ଥିଲେ । ସେ ପ୍ରଥମେ ସ୍ୱାଧୀନତା ସଂଗ୍ରାମୀ ଓ ଓଡିଶାର ବରପୁତ୍ରଙ୍କୁ
ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦଳୀୟ କର୍ମୀଙ୍କ ସହ ଆଲୋନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା