ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)
- ଏଣିକି
ବାଜ୍ୟାପ୍ତି ହେବ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗାଡି । ଗଞ୍ଜେଇ ଚାଲାଣ ରୋକିବାକୁ ଏଭଳି ନିଷ୍ପତି
ନିଆଯାଇଥିବା ସୂଚନା ଦେଇଛନ୍ତି ଅବକାରୀ କମିଶନର । ଗଞ୍ଜେଇ ଚାଷକୁ ନଷ୍ଟ କରିବା ପାଇଁ ଚଢ଼ାଉ
କରାଯାଉଛି । ଗତ ବର୍ଷ ତୁଳନାରେ 3
ଗୁଣା ଅଧିକ ଗଞ୍ଜେଇ ନଷ୍ଟ କରାଯାଇଥିବା ଅବକାରୀ କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା