କ୍ୟାପିଟାଲ ହାଇସ୍କୁଲ ପରିଦର୍ଶନ କରି ପରୀକ୍ଷା ପରିଚାଳନା ସ୍ଥିତି ତଦାରଖ କଲେ ମନ୍ତ୍ରୀ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- କ୍ୟାପିଟାଲ ହାଇସ୍କୁଲ ପରିଦର୍ଶନ କରି ପରୀକ୍ଷା ପରିଚାଳନା ସ୍ଥିତି ତଦାରଖ କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନୋଡାଲ ସେଣ୍ଟରରେ ପରୀକ୍ଷା ଠିକ ଠାକ ଚାଲିଛି। ପରୀକ୍ଷାରେ କୌଣସି ତ୍ରୁଟି ଯେମିତି ନ ହୁ
କ୍ୟାପିଟାଲ ହାଇସ୍କୁଲ     ପରିଦର୍ଶନ କରି ପରୀକ୍ଷା ପରିଚାଳନା ସ୍ଥିତି ତଦାରଖ କଲେ ମନ୍ତ୍ରୀ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- କ୍ୟାପିଟାଲ

ହାଇସ୍କୁଲ ପରିଦର୍ଶନ କରି ପରୀକ୍ଷା ପରିଚାଳନା ସ୍ଥିତି ତଦାରଖ କରିଛନ୍ତି ବିଦ୍ୟାଳୟ ଓ ଗଣ

ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନୋଡାଲ ସେଣ୍ଟରରେ ପରୀକ୍ଷା ଠିକ ଠାକ ଚାଲିଛି।

ପରୀକ୍ଷାରେ କୌଣସି ତ୍ରୁଟି ଯେମିତି ନ ହୁଏ ସେ ପାଇଁ ବ୍ୟବସ୍ଥା ହୋଇଛି। ସିସିଟିଭି ଅଧୀନରେ

ପରୀକ୍ଷା ହେଉଥିବାରୁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande