ଆମ ଭାଷା ଓଡ଼ିଆ ଆମର ଗୌରବ- ନବୀନ ପଟ୍ଟନାୟକ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.) - ଅନ୍ତର୍ଜାତୀୟ ମାତୃଭାଷା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଆମ ଭାଷା ଓଡ଼ିଆ ଆମର ଗୌରବ। ଏହା ହେଉଛି ପ୍ରତିଟି ଓଡ଼ିଆର ସ୍ୱାଭିମାନ ଓ ପରିଚୟ। ଡିଜ
ଆମ ଭାଷା ଓଡ଼ିଆ ଆମର ଗୌରବ- ନବୀନ ପଟ୍ଟନାୟକ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)

- ଅନ୍ତର୍ଜାତୀୟ

ମାତୃଭାଷା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ

ଏକ୍ସରେ ନବୀନ କହିଛନ୍ତି ଯେ, ଆମ ଭାଷା ଓଡ଼ିଆ ଆମର ଗୌରବ। ଏହା ହେଉଛି ପ୍ରତିଟି ଓଡ଼ିଆର

ସ୍ୱାଭିମାନ ଓ ପରିଚୟ। ଡିଜିଟାଲ ଯୁଗରେ ଓଡ଼ିଆ ଭାଷାକୁ ସମୃଦ୍ଧ ଓ ବ୍ୟାପକ କରିବା ଦିଗରେ ଆମ

ସଭିଙ୍କ ସମ୍ମିଳିତ ଉଦ୍ୟମ ଜରୁରୀ। ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଆସନ୍ତୁ ଏନେଇ

ସଙ୍କଳ୍ପବଦ୍ଧ ହେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande