ଖାକିରେ କଳଙ୍କ, ନ୍ୟାୟ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଖାକିରେ କଳଙ୍କ, ନ୍ୟାୟ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ । ଅଭିଯୋଗ ପରେ ଗିରଫ ହେଲେ ନୟାପଲି ଏଏସଆଇ ରଞ୍ଜିତ ଦାସ । ତାଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ---------------
ଖାକିରେ କଳଙ୍କ, ନ୍ୟାୟ     ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଖାକିରେ

କଳଙ୍କ, ନ୍ୟାୟ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ । ଅଭିଯୋଗ ପରେ ଗିରଫ ହେଲେ ନୟାପଲି ଏଏସଆଇ

ରଞ୍ଜିତ ଦାସ । ତାଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande