ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- କିଟ୍ କାଣ୍ଡ
ନେଇ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଷ୍ଟେଟମେଣ୍ଟ ରେକର୍ଡ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟ ଅତିଥି ଭବନରେ ପହଂଚିଛନ୍ତି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ୍ ଅଗ୍ରୱାଲ, ସଚିବ
ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ।
ପର୍ଯ୍ୟାୟ କ୍ରମେ ବିଭିନ୍ନ ଲୋକଙ୍କର ଚାଲିଛି ଷ୍ଟେଟମେଣ୍ଟ ରେକର୍ଡ । ଷ୍ଟେଟମେଣ୍ଟ ରେକର୍ଡ
ପାଇଁ କିଟର ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ , ଜୟନ୍ତୀ ନାଥ
ସମେତ 3 ଜଣ କର୍ମଚାରୀ ପହଂଚିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା