ଭଦ୍ରକ, ୨୨ ଫେବୃୟାରୀ (ହି.ସ.) - ଭଦ୍ରକ ବ୍ଳକ ଅନ୍ତର୍ଗତ ଅର୍ଣ୍ଣପାଳ ପଂଚାୟତ ର ଭକ୍ତି ବ୍ରହ୍ମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ମହୋତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରକ୍ତିମା ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅର୍ଣ୍ଣପାଳ ପଂଚାୟତ ର ସରପଂଚ ଙ୍କ ପ୍ରତିନିଧି ସୁଧାକର ମହାଳିକ । ଯୋଗଦେଇଥିଲେ । ମୁଖ୍ୟ ବକ୍ତା ସମୀର ଜେନା, ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ବିରେନ୍ଦ୍ର ମାଝୀ , ନାୟବ ସରପଂଚ ଲକ୍ଷ୍ମୀ ଧର ମାହଲ ଯୋଗ ଦେଇଥିଲେ , ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରକ୍ତିମା ନାୟକ, ପାଠ ପଢି କିପରି ଭଲ ମଣଷ ହେବା ପାଇଁ ଆଲୋକ ପାତ କରିଥିଲେ ସମ୍ମାନିତ ଅତିଥି ସେକ ମହମ୍ମଦ ସଫି ଉଦଦିନ୍ ପିଲା ମାନଙ୍କୁ ମାର୍ଗ ଦର୍ଶାଇ ଥିଲେ , ଅତିଥି ପରିଚୟ ପ୍ରଦାନ କରିଥିଲେ ସ୍କୁଲ ର ,କ୍ରିଡ଼ା ଶିକ୍ଷୟିତ୍ରୀ କବିତା ରାଉତ । ବରେଣ୍ୟ ଅତିଥିଭାବେ ସ୍କୁଲ ର ଚେୟାରମେନ ଧର୍ମେନ୍ଦ୍ର ବେହୁରିୟା , । ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ,। ଶିକ୍ଷୟିତ୍ରୀ ପ୍ରଜ୍ଞା କର , ଉତ୍ସବ ପରିଚାଳିତ କରିଥଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି , ଧର୍ମେନ୍ଦ୍ର ବେହୁରିୟା ଶିକ୍ଷୟିତ୍ରୀ ପ୍ରଜ୍ଞା କର, ଶିକ୍ଷୟିତ୍ରୀ କବିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ,କବିତା ରାଉତ, ସ୍କୁଲ ର ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ବ୍ରହ୍ମ, ସବିତା ସାହୁ ରଞ୍ଜୁଲତା ନାୟକ , କଳ୍ପନା ସାହୁ ମଞ୍ଜୁଲତା ମହାଳିକ,ଗାୟୀତ୍ରୀରାଉତ କବିତା ରାଉତ, ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ, ଶେଷ ରେ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସମାପନ କରାଯାଇ ଥିଲା,।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ