ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଚଢାଉ , ୨ ଗିରଫ
ଜୟପୁର, ୨୨ ଫେବ୍ରୁଆରି (ହି.ସ.) - ଦେଶି ଓ ବିଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜୟନଗର ର ରଘୁନାଥ ହରିଜନ (୬୦), ସ୍ପିଲ େଓରର ନୟନ ବାହାଦୁର (୫୦) । ସୁଚନା ଅନୁଯାଇ ଦେଶି ଓ ବିଦେଶି ମଦ ଚାଲାଣ ହେଉଥିବା ସୁଚ
ଦେଶି  ଓ ବିଦେଶି  ମଦ ଚାଲାଣ ବେଳେ ଚଢାଉ , ୨ ଗିରଫ


ଜୟପୁର, ୨୨ ଫେବ୍ରୁଆରି (ହି.ସ.) - ଦେଶି ଓ ବିଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜୟନଗର ର ରଘୁନାଥ ହରିଜନ (୬୦), ସ୍ପିଲ େଓରର ନୟନ ବାହାଦୁର (୫୦) । ସୁଚନା ଅନୁଯାଇ ଦେଶି ଓ ବିଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଜୟନଗର ଓ ସ୍ପିଲ େଓ ରାସ୍ତାରେ ଚଢାଉ କରିଥିଲା । ଚଢାଉ କରି ରଘୁନାଥ ହରିଜନ ଠାରୁ ୭.୮ ଲିଟର ବିୟର ଜବତ କରିଥିବା ବେଳେ ନୟନ ବାହାଦୁର ଠାରୁ ୬ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୫.ଟା ସମୟରେ କୋର୍ଟ ଚାଲାଣ କରିଥିବା ବିଷୟ ଅବକାରି ଓଆଇସି ହିରଣ ସୁବ୍ରତ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande