ଅନୈତିକ କାଯ୍ୟ ଚାଲିଥିବା ବେଳେ ମହିଳାଙ୍କ ଘରେ ଚଢାଉ,୪ ଗିରଫ
ଜୟପୁର, ୨୨ ଫେବ୍ରୁଆରି (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ବଙ୍ଗଳାବଡ ରେ ଅନୈତିକ କାର୍ଯ୍ୟ ଚାଲୁଥିବା ବେଳେ ସଦର ପୋଲିସର ଚଢାଉ । ଜଣେ ମହିଳା ଅଭିଯୁକ୍ତ ସହ ୪ ଗିରଫ । ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗର ରବିନ୍ଦ୍ର ନାଥ ମଣ୍ଡଳ (୩୪), କୁନ୍ଦୁରା ଥାନା ଘିଉରିଗାଗୁଡା ମାନସିଂ ଘିଉରିଆ (୩୩),
ଅନୈତିକ କାଯ୍ୟ ଚାଲିଥିବା  ବେଳେ ମହିଳାଙ୍କ ଘରେ ଚଢାଉ,୪ ଗିରଫ


ଅନୈତିକ କାଯ୍ୟ ଚାଲିଥିବା  ବେଳେ ମହିଳାଙ୍କ ଘରେ ଚଢାଉ,୪ ଗିରଫ


ଅନୈତିକ କାଯ୍ୟ ଚାଲିଥିବା  ବେଳେ ମହିଳାଙ୍କ ଘରେ ଚଢାଉ,୪ ଗିରଫ


ଜୟପୁର, ୨୨ ଫେବ୍ରୁଆରି (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ବଙ୍ଗଳାବଡ ରେ ଅନୈତିକ କାର୍ଯ୍ୟ ଚାଲୁଥିବା ବେଳେ ସଦର ପୋଲିସର ଚଢାଉ । ଜଣେ ମହିଳା ଅଭିଯୁକ୍ତ ସହ ୪ ଗିରଫ । ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗର ରବିନ୍ଦ୍ର ନାଥ ମଣ୍ଡଳ (୩୪), କୁନ୍ଦୁରା ଥାନା ଘିଉରିଗାଗୁଡା ମାନସିଂ ଘିଉରିଆ (୩୩), ମାଲକାନଗିରି ଜିଲା ଏମଭି ୭୯ର ବିଲୁ ସଗରିଆ (୩୪) ସହ ଜଣେ ମହିଳା ଅଭିଯୁକ୍ତ। ପୋଲିସ ସୁଚନା ଅନୁଯାଇ ଗତ ୨୧ ତାରିଖରେ ରାତ୍ର ରେ ଜୟପୁର ସଦର ପୋଲିସ କଳାଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲେ । ସେହି ସମୟରେ ବଙ୍ଗଳାବାଡରେ ଅନୈତିକ କାଯ୍ୟ ଚାଲୁଥିବା ପୋଲିସ ସୁଚନା ପାଇ ଚଢାଉ କରିଥିଲା । ଚଢାଉ ମହିଳା ଙ୍କ ସହ ୪ ଗରାଖକୁ ଗିରଫ କରିଛି । ସେ ମାନଙ୍କ ଠାରୁ ବ୍ୟବହୁତ ଓ ଅବ୍ୟବହୁତ ଆପତି ଜନକ ଜିନିଷ , ଔଷଧ, ୫ଟି ସ୍ମାର୍ଟ ଫୋନ, ୨୯ ଶହ ଟଙ୍କା, ଏଟିଏମ କାର୍ଡ ଜବତ କରିଛି । ମାମଲା ରୁଜୁ କରି ୪ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ୪ ଅଭିଯୁକ୍ତକୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande