ପୁରୁଣାବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର “ଘରହିଁ ବିଦ୍ୟାଳୟ ପ୍ରକଳ୍ପ” ଉଦ୍‌ଘାଟିତ
ଭଦ୍ରକ, ୨୨ ଫେବୃୟାରୀ (ହି.ସ.) - ପୁରୁଣାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଘରହିଁ ବିଦ୍ୟାଳୟ ପ୍ରକଳ୍ପ (୧ମ ପର୍ଯ୍ୟାୟ) ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ୨୬ ଜଣ ନୂତନ ମା ଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ଦାସଙ୍କ ସଂଯୋ
PURUNABAZAR SHISHU MANDIR


ଭଦ୍ରକ, ୨୨ ଫେବୃୟାରୀ (ହି.ସ.) - ପୁରୁଣାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଘରହିଁ ବିଦ୍ୟାଳୟ ପ୍ରକଳ୍ପ (୧ମ ପର୍ଯ୍ୟାୟ) ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ୨୬ ଜଣ ନୂତନ ମା ଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ଦାସଙ୍କ ସଂଯୋଜନାରେ ମୁଖ୍ୟ ଅତିଥ୍ ଭାବରେ ସୁନାମ ଧନ୍ୟା ଲେଖୁକା, ପ୍ରବଚିକା ତଥା ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ଆଚାର୍ଯ୍ୟ । ଆଚାର୍ଯ୍ୟଗୋଟିଏ ତ୍ରିଭୁଜର ୩ଟି ଶୀର୍ଷ ବିନ୍ଦୁ। ବରିଷ୍ଠ ଆଚାର୍ଯ୍ୟ ଅଚ୍ୟୁତାନନ୍ଦ ପଣ୍ଡା ମାର୍ଗ ଦର୍ଶନ ରଖୁଥୁଲା ବେଳେ, ଶିଶୁ ବାଟିକା ପ୍ରମୁଖ ମାନନୀୟା ଆଚାର୍ଯ୍ୟା ସଞ୍ଜୁଲତା ବେହେରା ଓ ଆଚାର୍ଯ୍ୟା ପ୍ରତିଭା ସାହୁ ସହଯୋଗ କରିଥିଲେ । ଆଚାର୍ଯ୍ୟ ଦିଲ୍ଲୀପ କୁମାର ସେଠୀ ଅତିଥ୍‌ଙ୍କ ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ପରିଚାଳନା ସମିତିର ପୂର୍ଣ୍ଣ ସହଯୋଗରେ ଉକ କାର୍ଯୟକ୍ରମ ସଫଳ ହୋଇଥିଲା ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande