୩୮ତମ ନ୍ୟାସନାଲ ଗେମ୍ସରେ ପଦକ ହାସଲ କରିଥିବା କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରିବେ କ୍ରୀଡା ମନ୍ତ୍ରୀ
ଭୁବନେଶ୍ୱର, 22 ଫେବୃଆରୀ - ୩୮ତମ ନ୍ୟାସନାଲ ଗେମ୍ସରେ ପଦକ ହାସଲ କରିଥିବା କ୍ରୀଡ଼ାବିତମାନଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଆଜି ସମ୍ବର୍ଦ୍ଧିତ କରାଯିବ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ---------------
୩୮ତମ ନ୍ୟାସନାଲ ଗେମ୍ସରେ ପଦକ ହାସଲ କରିଥିବା କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରିବେ କ୍ରୀଡା ମନ୍ତ୍ରୀ


ଭୁବନେଶ୍ୱର, 22 ଫେବୃଆରୀ - ୩୮ତମ ନ୍ୟାସନାଲ ଗେମ୍ସରେ ପଦକ ହାସଲ କରିଥିବା କ୍ରୀଡ଼ାବିତମାନଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଆଜି ସମ୍ବର୍ଦ୍ଧିତ କରାଯିବ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande