ଚୋରି ମାମଲା ରେ ୨ ଗିରଫ
ଜୟପୁର, ୨୨ ଫେବ୍ରୁଆରି (ହି.ସ.) - ଚୋରି ମାମଲାରେ ୨ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କୁନ୍ଦାରିଗୁଡା ସୁଇଫର କୋଲନିର ନିଖିଲ ଆକୋଜି (୨୫) ଓ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ସମ୍ମୁଖ ରେ ଥିବା ବି ସାଇରାମ (୪୪) ସୁଚନା ଅନୁଯାଇ ଜୟପୁର ପାରାବେଢାର ଗୌଡ ଭତ୍ରା
ଚୋରି ମାମଲା ୨ ଗିରଫ


ଚୋରି ମାମଲା ୨ ଗିରଫ


ଚୋରି ମାମଲା ୨ ଗିରଫ


ଜୟପୁର, ୨୨ ଫେବ୍ରୁଆରି (ହି.ସ.) - ଚୋରି ମାମଲାରେ ୨ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କୁନ୍ଦାରିଗୁଡା ସୁଇଫର କୋଲନିର ନିଖିଲ ଆକୋଜି (୨୫) ଓ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ସମ୍ମୁଖ ରେ ଥିବା ବି ସାଇରାମ (୪୪) ସୁଚନା ଅନୁଯାଇ ଜୟପୁର ପାରାବେଢାର ଗୌଡ ଭତ୍ରା ଗତ ୨୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଯେ ଗତ ୧୯ ତାରିଖରେ ରାତ୍ର ସମୟରେ ଦୁର୍ବୁତମାନେ ଘରେ ପଶି ଗ୍ୟାସ ଷ୍ଟେବ ସହ ଲୁହା ସାମଗ୍ରୀ ଚୋରି କରି ନେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ୫୫/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ ନିଖିଳ ଆକୋଜି କୁ ଗିରଫ କରିଥିଲା । ତା ବୟାନ ଆଧାରରେ ଲୁହା ଚୁଲା ବାସନ କୁଷନ ଚୋର ସାମଗ୍ରୀ ସବୁ ଲକ୍ଷ୍‌?ମୀ ପଣ୍ଡା ଛକ ସ୍ଥିତ ସ୍କ୍ରାପ ଦୋକାନ ରେ ବିକ୍ରି କରିଥିବା ପୋଲିସ ଆଗରେ ସୁଚନା ଦେଇଥିଲା । ସୁଥନା ଆଧାରରେ ପୋଲିସ ସ୍କ୍ରାର୍ପ ଦୋକାନ ରେ ଚଢାଉ କରି ଚୋରି ସାମଗ୍ରୀ ଜବତ କରି ବି ସାଇରାମ କୁ ଗିରଫ କରିଛି । ଲୁହା ଗ୍ୟାସ ଷ୍ଟୋବିଲିଟର ପ୍ରେସର କୁକର, ସହ ବସନ କୁଷନ ଜବତ କରିଛି । ଗିରଫ ୨ ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୫ଟା ୩୦ ମିନିଟ ସମୟରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande