୩୮ତମ ନ୍ୟାସନାଲ ଗେମ୍ସରେ ରାଜ୍ୟ ପାଇଁପଦକ ଜିତିଥିବା କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)- ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶା ପାଇଁ ପଦକ ହାସଲ କରିଥିବା କ୍ରୀଡ଼ାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଆର୍ଥିକ ରାଶି ପ୍ରଦାନ କରିଥିଲେ। ସ୍ବର୍ଣ୍ଣ
୩୮ତମ ନ୍ୟାସନାଲ ଗେମ୍ସରେ ରାଜ୍ୟ ପାଇଁପଦକ ଜିତିଥିବା କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା


ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)- ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶା ପାଇଁ ପଦକ ହାସଲ

କରିଥିବା କ୍ରୀଡ଼ାବିତ ମାନଙ୍କୁ ସମ୍ବର୍ଦ୍ଧିତ

କରାଯାଇଛି। ଆଜି ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଆର୍ଥିକ ରାଶି ପ୍ରଦାନ କରିଥିଲେ। ସ୍ବର୍ଣ୍ଣ

ପଦକ ବିଜେତା ଙ୍କୁ ୬ଲକ୍ଷ ଟଙ୍କା, ରୌପ୍ୟ ପଦକ ବିଜେତା

ଙ୍କୁ ୪ଲକ୍ଷ ଏବଂ କାଂସ୍ୟ ପଦକ ବିଜେତା ଙ୍କୁ ୩ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଛି। ଏହି ଜାତୀୟ

କ୍ରିଡ଼ା ରେ ଓଡ଼ିଶା ୧୨ସ୍ଥାନ ରେ ରହିଥିଲା। ମୋଟ ୬କୋଟି ରୁ ଉର୍ଦ୍ଧ ଟଙ୍କା ପ୍ରଦାନ

କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande