ଲକ୍ଷ୍ମୀସାଗର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ମଧ୍ୟାହ୍ନ ଭୋଜନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)- ଲକ୍ଷ୍ମୀସାଗର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ମଧ୍ୟାହ୍ନ ଭୋଜନ ଗୃହ ଏବଂ ସଭାଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ସେ କହିଛନ୍ତି ଯେ, ଯାହା ବିଦ୍ୟାଳୟର ଭିତ୍ତିଭୂମିକୁ
ଲକ୍ଷ୍ମୀସାଗର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ମଧ୍ୟାହ୍ନ ଭୋଜନ ଗୃହର     ଭିତ୍ତିପ୍ରସ୍ତର ସ୍ଥାପନ କଲେ ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)- ଲକ୍ଷ୍ମୀସାଗର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ମଧ୍ୟାହ୍ନ

ଭୋଜନ ଗୃହ ଏବଂ ସଭାଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ

ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ସେ କହିଛନ୍ତି ଯେ, ଯାହା ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ

କରିବ। ଏହି ସମୟରେ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଛି।ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ସୁନ୍ଦର କରିବା ଆମର

ଲକ୍ଷ୍ୟ ହେବ। କେବଳ ଏହି ବିଦ୍ୟାଳୟ ନୁହେଁ ଓଡ଼ିଶାର ସମସ୍ତ ବିଦ୍ୟାଳୟ ଗସ୍ତ କରି ତାର ସ୍ଥିତି

ପରଖାଯିବ। ପିଲାଙ୍କ ଶିକ୍ଷାଦାନକୁ ନେଇ କୌଣସି ଅବହେଳା ଗ୍ରହଣୀୟ ନୁହେଁ। ତେଣୁ ସମସ୍ତ ପ୍ରକାରର

ସୁବିଧା ଏବଂ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande