ଟେମ୍ପୁଲ ବାହାଘର ପାଇଁ ଅଧିକ ଭିତ୍ତିଭୂମି ଆବଶ୍ୟକ ଅଛି- ପ୍ରଭାତି ପରିଡା
ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.) - ଡେଷ୍ଟିନେସନ୍ ବାହାଘର ନେଇ ପର୍ଯ୍ୟଟନ ବିଭାଗ ଓଡ଼ିଶାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଟେମ୍ପୁଲ ବାହାଘର ପାଇଁ ଅଧ
ଟେମ୍ପୁଲ ବାହାଘର ପାଇଁ ଅଧିକ ଭିତ୍ତିଭୂମି ଆବଶ୍ୟକ ଅଛି- ପ୍ରଭାତି     ପରିଡା


ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)

- ଡେଷ୍ଟିନେସନ୍ ବାହାଘର ନେଇ ପର୍ଯ୍ୟଟନ ବିଭାଗ ଓଡ଼ିଶାରେ

ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ

ପ୍ରଭାତି ପରିଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଟେମ୍ପୁଲ ବାହାଘର ପାଇଁ ଅଧିକ

ଭିତ୍ତିଭୂମି ଆବଶ୍ୟକ ଅଛି। ପର୍ଯ୍ୟଟନ ବିଭାଗ ଚେଷ୍ଟା କରୁଛି ଏ ଦିଗରେ ୬ ମାସ ପରେ ଏହା ସଫଳ

ଚିତ୍ର ରୂପାୟନ ହେବ। ସିଙ୍ଗାପୁର ରାଷ୍ଟ୍ରପତି ଏଠାକୁ ଆସିଥିଲେ ରଘୁରାଜପୁର, ତାଙ୍କ ଟିମ ମଧ୍ୟ ସେଠାରେ ବୁଲି ଦେଖିଲେ ବେଶ ଖୁସି

ହେଲେ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ମଧ୍ୟ ଓଡିଶା ଟୁରିଜିମ ରହିଛି। ଓଡ଼ିଶାର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ପର୍ଯ୍ୟଟନର ବେଶ ବିକାଶ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande