ରାଜ୍ୟ ପ୍ରଭାରୀ ଏବଂ ପିସିସିଙ୍କ ନିର୍ଦେଶରେ କାର୍ଯ୍ୟ କରିବ କଂଗ୍ରେସ
ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)- ବିଧାନସଭା ଭିତରେ ଏବଂ ବାହାରେ ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ରାଜ୍ୟ ପ୍ରଭାରୀ ଏବଂ ପିସିସିଙ୍କ ନିର୍ଦେଶରେ ଆଗାମୀ ଦିନରେ କଂଗ୍ରେସ ଦଳ କାର୍ଯ୍ୟ କରିବ । ବିଭ
ରାଜ୍ୟ ପ୍ରଭାରୀ ଏବଂ ପିସିସିଙ୍କ ନିର୍ଦେଶରେ କାର୍ଯ୍ୟ କରିବ     କଂଗ୍ରେସ


ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)- ବିଧାନସଭା ଭିତରେ ଏବଂ ବାହାରେ ଅନ୍ୟାୟ ବିରୋଧରେ ଲଢେଇ

କରିବାକୁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ରାଜ୍ୟ

ପ୍ରଭାରୀ ଏବଂ ପିସିସିଙ୍କ ନିର୍ଦେଶରେ ଆଗାମୀ ଦିନରେ କଂଗ୍ରେସ ଦଳ କାର୍ଯ୍ୟ କରିବ ।

ବିଭିନ୍ନ ପ୍ରସ୍ତାବ ଆମେ ପ୍ରଭାରୀ ଏବଂ ପିସିସି ସଭାପତିଙ୍କୁ ଦେଇଛୁ, ସେନେଇ ଆଲୋଚନା ହୋଇଛି, ସେ ସମ୍ପର୍କରେ ଆମର ବରିଷ୍ଠ ନେତା ଗଣମାଧ୍ୟ୍ୟମକୁ

ସୂଚନା ଦେବେ । ତୃଣମୂଳ ସ୍ତରରେ ଏବେବି କଂଗ୍ରେସ ଭୋଟ ରହିଛି, କେବଳ ଏହାକୁ ନିଜ ପାଖକୁ ଆଣିବା ପାଇଁ ପ୍ରୟାସର

ଆବଶ୍ୟକତା ରହିଛି । ଆମେ ପ୍ରସ୍ତୁତ ରହିଛୁ, ଦଳ ଆମକୁ ଯେଉଁ ଦାୟିତ୍ୱ

ଦେବ ଆମେ ସେହି ରୂପରେ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande