ମାର୍ଚ୍ଚ 8ରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି
ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.) - ମାର୍ଚ୍ଚ ୮ରେ ମହିଳା ମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି। ଏଣ୍ଟରପ୍ରେନ୍ୟୁରସିପର ଆଉ ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ---------------
ମାର୍ଚ୍ଚ 8ରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି


ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)

- ମାର୍ଚ୍ଚ ୮ରେ ମହିଳା ମାନଙ୍କୁ ମିଳିବ ସୁଭଦ୍ରା

ଯୋଜନାର ଦ୍ୱିତୀୟ କିସ୍ତି। ଏଣ୍ଟରପ୍ରେନ୍ୟୁରସିପର ଆଉ ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି

କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande