କିଟ୍ କାଣ୍ଡ- ସମନ କରାଯାଇଥିବା ଲୋକଙ୍କର କରାଯାଇଛି ବୟାନ ରେକର୍ଡ- ସୂର୍ଯ୍ୟବଂଶୀ ସୁରଜ
ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.) - କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଉଚ୍ଚ ସ୍ତରୀୟ କମିଟି ଛାତ୍ରୀ ମୃତ୍ୟୁ ଏବଂ ପରବର୍ତ୍ତୀ ଅଭାବନିୟ ସ୍ଥିତି ନେଇ ଯେଉଁ ଯେଉଁ ଲୋକଙ୍କୁ
କିଟ୍ କାଣ୍ଡ- ସମନ କରାଯାଇଥିବା ଲୋକଙ୍କର କରାଯାଇଛି ବୟାନ ରେକର୍ଡ-     ସୂର୍ଯ୍ୟବଂଶୀ ସୁରଜ


ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)

- କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରଙ୍କୁ ମାଡ଼

ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଉଚ୍ଚ ସ୍ତରୀୟ

କମିଟି ଛାତ୍ରୀ ମୃତ୍ୟୁ ଏବଂ ପରବର୍ତ୍ତୀ ଅଭାବନିୟ ସ୍ଥିତି ନେଇ ଯେଉଁ ଯେଉଁ ଲୋକଙ୍କୁ ସମନ

କରାଯାଇଥିଲା ସେମାନଙ୍କର ପାଖରୁ କଥା ଶୁଣିଛନ୍ତି । ଉଚ୍ଚ ସ୍ତରୀୟ କମିଟି ଯାହା ଯାହା

ପଚାରିଥିଲେ ତାହା ରେକର୍ଡ କରାଯାଇଛି । ହାଇଲେବୁଲ

ଟିମ ଯାହା ଅନୁଭବ କରିବେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande