ବିକଶିତ ଗାଁ ଓ ବିକଶିତ ଓଡିଶା ଯୋଜନାର ବୈଠକ
ଜୟପୁର, ୨୪ ଫେବୃଆରୀ (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ବିକଶିତ ଗାଁ ଓ ବିକଶିତ ଓଡିଶା ଯୋଜନାର ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ବ୍ଲକର ୨୨ଟି ପଞ୍ଚାୟତରେ ପ୍ରକଳ୍ପ ଅନୁମୋଦନ ଉପରେ ଆଲୋଚନା କରାଯାଇଥିଲା । ଏଠାରେ ବ୍ଲକ ଅଧକ୍ଷ୍ୟା ତିଳୋତ୍ତମା ମୁଦୁଲି, ବିଡିଓ ଶକ୍ତି ମହାପାତ୍ର, ସାସଂଦ ପ୍ରତିନିଧି
ବିକଶିତ ଗାଁ ଓ ବିକଶିତ ଓଡିଶା ଯୋଜନା ଉପରେ  ବୈଠକ


ଜୟପୁର, ୨୪ ଫେବୃଆରୀ (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ବିକଶିତ ଗାଁ ଓ ବିକଶିତ ଓଡିଶା ଯୋଜନାର ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ବ୍ଲକର ୨୨ଟି ପଞ୍ଚାୟତରେ ପ୍ରକଳ୍ପ ଅନୁମୋଦନ ଉପରେ ଆଲୋଚନା କରାଯାଇଥିଲା । ଏଠାରେ ବ୍ଲକ ଅଧକ୍ଷ୍ୟା ତିଳୋତ୍ତମା ମୁଦୁଲି, ବିଡିଓ ଶକ୍ତି ମହାପାତ୍ର, ସାସଂଦ ପ୍ରତିନିଧି କୃଷ୍ଣ ଚନ୍ଦ୍ର ନେପାକ, ବିଧାୟକ ପ୍ରତିନିଥି ବସନ୍ତ ନାୟକ, ଜିଲା ପରିଷଦ ସଭ୍ୟା ରଶ୍ମି ରଥ, ଅସ୍ଥା ନାୟକ, ସହକାରି ଯନ୍ତ୍ରୀ ବିଜୟ କୁମାର ନନ୍ଦ ଉପସ୍ଥିତ ଥିଲେ । ବୈଠକରେ ବ୍ଲକର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ । ଗତ ୧୨ ଓ ୧୩ ତାରିଖରେ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା।

ଆଜିର ସମିତି ବୈଠକରେ ଆସିଥିବା ପ୍ରକଳ୍ପ ଉପରେ ଆଲୋଚନା କରାଯାଇ ବର୍ଷିକ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande