ଫେରାର ଅଭିଯୁକ୍ତ ଗିରଫ
ଜୟପୁର, ୨୪ ଫେବୃଆରୀ (ହି.ସ.)- ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ଏନ. କେ.ଟି ରୋଡର ଏମ କାମେଶ୍ୱର । ସୂଚନା ଅନୁଯାଇ, ଜୟପୁର ଏନ. କେ.ଟି ରୋଡର ଏମ କାମେଶ୍ୱର ନାମରେ ଟାଉନ ଥାନାରେ ୨୦୨୦ ମସିହାରୁ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠ
ଫେରାର ଅଭିଯୁକ୍ତ ଗିରଫ


ଜୟପୁର, ୨୪ ଫେବୃଆରୀ (ହି.ସ.)-

ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ଏନ. କେ.ଟି ରୋଡର ଏମ କାମେଶ୍ୱର । ସୂଚନା ଅନୁଯାଇ, ଜୟପୁର ଏନ. କେ.ଟି ରୋଡର ଏମ କାମେଶ୍ୱର ନାମରେ ଟାଉନ ଥାନାରେ ୨୦୨୦ ମସିହାରୁ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ଫେରାର ଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ରମଣି ରଞ୍ଜନ ଦଳେଇ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande