କିଟ୍ ଘଟଣାର ଜୁଡିସିଆଲ ଇନକ୍ୱାରୀ ଦାବି କଲେ ସିପିଆଇଏମ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- କିଟ୍ ଘଟଣାର ଜୁଡିସିଆଲ ଇନକ୍ୱାରୀ ଦାବି କଲେ ସିପିଆଇଏମ । ପୋଲିସ କମିସନରଙ୍କ ନିକଟରେ ଦ୍ୱାରସ୍ଥ ହେଲେ ସିପିଆଇଏମରସଦସ୍ୟ | ଜୁଡ଼ିସିଆଲ ଇନକ୍ୱାରି ଦାବି କରିଛନ୍ତି ସଦସ୍ୟ | ସିପିଆଇଏମର 6ଜଣିଆ ସଦସ୍ୟ ପୋଲିସ କମିସନରଙ୍କ ଅଫିସରେ ପୋଲିସ କମିସ
କିଟ୍ ଘଟଣାର ଜୁଡିସିଆଲ     ଇନକ୍ୱାରୀ ଦାବି କଲେ ସିପିଆଇଏମ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- କିଟ୍ ଘଟଣାର

ଜୁଡିସିଆଲ ଇନକ୍ୱାରୀ ଦାବି କଲେ ସିପିଆଇଏମ । ପୋଲିସ କମିସନରଙ୍କ ନିକଟରେ ଦ୍ୱାରସ୍ଥ ହେଲେ ସିପିଆଇଏମରସଦସ୍ୟ | ଜୁଡ଼ିସିଆଲ ଇନକ୍ୱାରି

ଦାବି କରିଛନ୍ତି ସଦସ୍ୟ | ସିପିଆଇଏମର 6ଜଣିଆ ସଦସ୍ୟ ପୋଲିସ କମିସନରଙ୍କ ଅଫିସରେ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂଙ୍କୁ ଭେଟି

ଦାବି ପତ୍ର ଦେବା ସହ ପୋଲିସ ମହାନିର୍ଦେଶକଙ୍କୁ ମଧ୍ୟ ଦାବିପତ୍ର ଦେଇଛନ୍ତି |

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande