ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ମାର୍ଚ୍ଚ 31 ହେଉଛି ଧାନ କିଣାର ଡେଡଲାଇନ । ମାର୍ଚ୍ଚ 31 ପରେ ଆଉ ଧାନ କିଣା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର
ପାତ୍ର। ବର୍ତମାନ ସୁଦ୍ଧା 65 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ
କରଯାଇସାରିଛି । ଟାର୍ଗେଟର 90 ପ୍ରତିଶତ ଧାନ ସଂଗ୍ରହ ହୋଇସାରିଥିବା
କହିଛନ୍ତି ଯୋଗାଣ ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା