ଲ୍ୟାଣ୍ଡ ଫର୍ ଜବ୍ ମାମଲାରେ ଲାଲୁ ପ୍ରସାଦ ଯାଦନ, ପୁଅ ତେଜ ପ୍ରତାପ ଓ ଝିଅ ହେମାଙ୍କ ବିରୁଦ୍ଧରେ ସମନ
ନୂଆଦିଲ୍ଲୀ, 25 ଫେବ୍ରୁଆରି (ହି.ସ.) -ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଲ୍ୟାଣ୍ଡ ଫର୍ ଜବ୍ ମାମଲାରେ ସିବିଆଇ ସହିତ ଜଡିତ ମାମଲାରେ ଦାଖଲ ଚାର୍ଜସିଟ୍ ଆଜି ଅନୁଧ୍ୟାନ କରିଛନ୍ତି । ସ୍ପେଶାଲ ଜଜ ବିଶାଲ ଗୋଗନ ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ, ତାଙ୍କ ପୁଅ ତେଜ ପ୍ରତାପ
ଲ୍ୟାଣ୍ଡ ଫର୍ ଜବ୍     ମାମଲାରେ ଲାଲୁ ପ୍ରସାଦ ଯାଦନ, ପୁଅ ତେଜ ପ୍ରତାପ ଓ ଝିଅ ହେମାଙ୍କ ବିରୁଦ୍ଧରେ ସମନ


ନୂଆଦିଲ୍ଲୀ, 25 ଫେବ୍ରୁଆରି (ହି.ସ.)

-ଦିଲ୍ଲୀର ରାଉଜ

ଏଭିନ୍ୟୁ କୋର୍ଟ ଲ୍ୟାଣ୍ଡ ଫର୍ ଜବ୍ ମାମଲାରେ ସିବିଆଇ ସହିତ ଜଡିତ ମାମଲାରେ ଦାଖଲ ଚାର୍ଜସିଟ୍

ଆଜି ଅନୁଧ୍ୟାନ କରିଛନ୍ତି । ସ୍ପେଶାଲ ଜଜ ବିଶାଲ ଗୋଗନ ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ,

ତାଙ୍କ ପୁଅ ତେଜ ପ୍ରତାପ ଯାଦବ ଓ ଝିଅ ହେମା ଯାଦବଙ୍କ ବିରୁଦ୍ଧ ସମନ ଜାରି କରିଛନ୍ତି । କୋର୍ଟ

ଫେବୃୟାରୀ 21ରେ ନିଷ୍ପତି ସୁରକ୍ଷିତ ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande