ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ଟ୍ରାଫିକ
ପୋଲିସର ନିଆରା ଉଦ୍ୟମ । 10ମ
ପରୀକ୍ଷାର୍ଥୀଙ୍କୁ ଚକଲେଟ ବାଣ୍ଟିଲା ଟ୍ରାଫିକ ପୋଲିସ । ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ଛକରେ
ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ପରୀକ୍ଷା ଦେବାକୁ ଯାଉଥିବା 10ମ ପରୀକ୍ଷାର୍ଥୀଙ୍କୁ ଚକଲେଟ ବାଣ୍ଟିବା ସହ ଶୁଭକାମନା ଜଣାଇଛି ଟ୍ରାଫିକ ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା