ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ଧବଳେଶ୍ୱର ପୀଠ ।
ଭୋର ଭୋର ଏଠାରେ ଭକ୍ତଙ୍କ ଭିଡ ଜମିଛି । ଅନ୍ୟପଟେ ବାବାଙ୍କ ଠାରେ ସ୍ୱତନ୍ତ୍ର ନୀତିକାନ୍ତି
କରାଯାଇଛି ।
ମହାଶିବରାତ୍ରି ଲାଗି ପୀଠ ପରିସରରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
କରାଯାଇଛି । ପୀଠ ପରିସରରେ ୩୦ ଜଣ ପୁଲିସ ଅଫିସର ଓ ଓଡ୍ରାଫ ସହ ଅଗ୍ନିଶମ ଟିମ୍ ମଧ୍ୟ ମୁତୟନ ଅଛନ୍ତି।
କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ ମାଧ୍ୟମରେ ସିସିଟିଭି ଉପରେ ନଜର ରଖାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା