କେନ୍ଦ୍ରାପଡା,୧୦ ଜୁନ୍ (ହିସ) : ଅଖିଳ ଭାରତ ଯାଦବ ମହାସଭା ଓ ଉତ୍କଳ ଯାଦବ ମହାସଭା ମିଳିତ ଆନୁକୁଲ୍ୟେର ବିହାରର ଚମ୍ପାରଣରୁ ଶୁଭ ଆରମ୍ଭ ହୋଇ ସମଗ୍ର ଭାରତ ପରିକ୍ରମା କରୁଥିବା ପବିତ୍ର ରେଜେଙ୍ଗଲା ମାଟି କଳସ ଯାତ୍ରା ଆସନ୍ତା ଜୁନ୍ ୨୪ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲୋର ପହଁଚି ଜିଲ୍ଲା ପରିକ୍ରମା କରିବ ବୋଲି ଜିଲ୍ଲା ଯାଦବ ମହାସଂଘର ସଭାପତି ପ୍ରଭାକର ପଲାଇ ପ୍ରକାଶ କରିଛନ୍ତି। ଏ ନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ଯାଦବ ମହାସଭା ସଭାଗୃହେର ପ୍ରଭାକର ପଲାଇଙ୍କ ଅଧ୍ୟକ୍ଷତୋର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକେର ସଂପାଦକ ଚିନ୍ମୟ ଦାସ, କାର୍ଯ୍ୟକାରୀ ସଭାପତି ଧେôରନ୍ଦ୍ର ପୃଷ୍ଟି, ରାଜ୍ୟ ପର୍ଯ୍ୟେବକ୍ଷକ ନନ୍ଦଲାଲ୍ ସିଂ, ସମରଜିତ୍ େବେହରା, ରାଜ୍ୟ ଉପସଭାପତି ମେନାଜ କୁମାର ପରିଡା, ରାଜ୍ୟ ଯୁବ ସାଧାରଣ ସଂପାଦକ ଚିତ୍ତରଂଜନ ଦାସ ପ୍ରମୁଖ ଯୋଗ ଦେଇ ୧୯୬୨ ମସିହାର ଚିନ୍ ଭାରତ ଯୁଦ୍ଧ ସମୟେର ପରମବୀର୍ ଚକ୍ର ବେିଜତା ସୈତାନ ସିଂଙ୍କ ନେତୃତ୍ୱେର କୁମାର ରେଜେିମଣ୍ଟ, ରାଜସ୍ଥାନ ଓ ହରିୟାଣାର ୧୨୦ ଜଣ ଭାରତୀୟ ସୈନିକ ସମେସ୍ତ ଅହିର ଯାଦବ ୩ ହଜାରରୁ ଅଧିକ ଚୀନ୍ ସାମନା କରିବା ସହିତ ରାଜେନୌତିକ ଦୃଷ୍ଟେିକାଣରୁ ଗୁରୁତ୍ୱପୂର୍ଣ୍ଣ େରେଜଙ୍ଗାନା ପବର୍ତ ପଛକୁ ସଫଳତାର ସହିତ ରକ୍ଷା କରିଥେôଲ। ଏଥିପାଇଁ ଆସନ୍ତା ଜୁନ୍ ୨୪ ତାରିଖ ରେଜାଙ୍ଗନା କଳସ ଶୋଭାଯାତ୍ରା ସମଗ୍ର ଜିଲ୍ଲା ପରିକ୍ରମ କରିବ। ଏହି ଅୋଲାଚନା ସମୟେର ଜିଲ୍ଲା ଯୁବ ସଭାପତି ମେନାଜ ଦାସ, ଜିଲ୍ଲା ମହିଳା ସଂପାଦିକା ନୀରାରାଣୀ ଦାସ ପ୍ରମୁଖ ଅୋଲାଚନୋର ଅଂଶଗ୍ରହଣ କରିଥେôଲ। ସବା ଶେଷେର ଚୈାଧୁରୀ ଶଶିକାନ୍ତ ଦାସ ଧନ୍ୟବାଦ ଅପର୍ଣ କରିଥେôଲ।
-----------------
------------
ହିନ୍ଦୁସ୍ଥାନ ସମାଚାର / ରବି