ଜିଲ୍ଲା ଛାତ୍ର କେଂଗ୍ରସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା ୧୨ ଜୁନ୍ (ହିସ) - ପ୍ରେଦଶ ଛାତ୍ର କେଂଗ୍ରସ ନେିଦ୍ଦର୍ଶେର କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର ସଭାପତି ଦିବ୍ୟରଞ୍ଜନ ରାଉତଙ୍କ ନେତୃତ୍ୱେର ଛାତ୍ର ଓ ଛାତ୍ରୀ ମାନଙ୍କର ଗମନା ଗମନନେର ୫୦ ଭାଗ ରିହାତି ପ୍ରଦାନ କରିବା ଓ ବେସରକାରୀ ଜାନେର ମଧ୍ୟ ୫୦ ଭାଗ ରିହାତି ପ୍ରଦାନ ଦାବେିର ଛାତ୍ର କେଂଗ୍ରସର ଏ
ଜିଲ୍ଲା ଛାତ୍ର କେଂଗ୍ରସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ


କେନ୍ଦ୍ରାପଡା ୧୨ ଜୁନ୍ (ହିସ) - ପ୍ରେଦଶ ଛାତ୍ର କେଂଗ୍ରସ ନେିଦ୍ଦର୍ଶେର କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର ସଭାପତି ଦିବ୍ୟରଞ୍ଜନ ରାଉତଙ୍କ ନେତୃତ୍ୱେର ଛାତ୍ର ଓ ଛାତ୍ରୀ ମାନଙ୍କର ଗମନା ଗମନନେର ୫୦ ଭାଗ ରିହାତି ପ୍ରଦାନ କରିବା ଓ ବେସରକାରୀ ଜାନେର ମଧ୍ୟ ୫୦ ଭାଗ ରିହାତି ପ୍ରଦାନ ଦାବେିର ଛାତ୍ର କେଂଗ୍ରସର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ କାର୍ଯ୍ୟକମର୍ରେ ଜିଲ୍ଲା କେଂଗ୍ରସ କମିଟିର ସେଂଯାଜକ ପ୍ରଫୁଲ୍ଲ ଦାସ, ପୂବର୍ତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ, ପୂବର୍ତନ ଜିଲ୍ଲା ଯୁବ କେଂଗ୍ରସ ସଭାପତି ସତ୍ୟପ୍ରିୟ ସାମଲ, ଯୁବ ନେତା ଆଶିଷ ଲେଙ୍କା, ରାଜନଗର ବ୍ଲକ ଯୁବ ନେତା ପ୍ରସାନ୍ତ ରାଉତ, ହିମାଂଶୁ ନନ୍ଦ, ଆଶେୁତାଷ ପୃଷ୍ଟି, ପ୍ରକାଶ ସାହୁ, ବିକାଶ ଜେନା, ଆଶିଷ ପାତ୍ର, ସୋନୁ ମଲ୍ଲିକ, ବିଜନ ବିଶ୍ୱାଳ, ପ୍ରଭୁଦତ ପଣ୍ଡା, ସଂଗ୍ରାମ ମହାନ୍ତି, ରୋକଶ ସେଠି, ହିମାଂଶୁ ସାହୁ, ସୁଶାନ୍ତ ପାତ୍ର ସୁଧାଂଶୁ ସ୍ୱାଇଁ, ଚନ୍ଦନ କୁମାର ଅଜିତ ଦାସ, ଜେିତନ ନାୟକ ପ୍ରମୁଖ ଛାତ୍ର ନେତା ଉକ୍ତ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମେର ଅଂଶଗ୍ରହଣ କରିଥେôଲ ।

------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande