ଭୁବନେଶ୍ୱର, 10 ଜୁନ୍ (ହି.ସ.)
- ଏହା ସରକାରଙ୍କ ବିଫଳତାର
ବର୍ଷ। ପ୍ରଥମେ ଓଡ଼ିଆ ଅସ୍ମିତା ଉପରେ ଆକ୍ରମଣ କଲେ । ରାଜ୍ୟପାଳଙ୍କ ପୁଅ ତାର ଉଦାହରଣ। ରତ୍ନ
ଭଣ୍ଡାର ଗଣତି ମଣତି ହେଲା ନାହିଁ। ପୋଲାଭରମ, ମହାନଦୀ ପ୍ରସଙ୍ଗ ସମାଧାନ ହେଲା ନାହିଁ। ମହିଳାଙ୍କ ଉପରେ ଅତ୍ୟାଚାର
ବଢ଼ିଛି। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଠକିଛନ୍ତି। ମିଶନ ଶକ୍ତି ମହିଳା ଆଜି ଅତ୍ୟାଚାରିତା
ବୋଲି କହି ବର୍ଷିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା