-------------
କେନ୍ଦ୍ରାପଡ଼ା, ୧୦ ଜୁନ୍ (ହିସ) - ସ୍ନାନ ପୂର୍ଣ୍ଣିମା ଚକା ଛଡ଼ା ନୀତିରେ ସମୟ ପରି ବର୍ତନ୍ କଲେ ପରମ୍ପରା କୁ ନେଇ ଉଠିଲା ପ୍ରଶ୍ନ ସ୍ନାନ ପୂର୍ଣ୍ଣିମା ଚକା ଛଡ଼ା ନୀତିରେ ମହାଜନ ପାଣିଗ୍ରାହୀ ସେବକ ସମୟରେ ପରିବର୍ତନ କରିଥିଲେ ଯାହା ସାଧାରଣରେ ପରମ୍ପରା କୁ ନେଇ ଭକ୍ତ ଙ୍କ ମହଲରେ ପ୍ରଶ୍ନ ଉଠିଛି ପୂର୍ଣ୍ଣିମା ପୂର୍ବ ଦିନ ଚତୃଦଶୀ ରାତ୍ରରେ ବଡ଼ସିଂହାର ସମ୍ପନ୍ନ ପରେ ଶ୍ରୀ ଜୀଉ ଙ୍କ ଚଳନ୍ତି ପ୍ରତିମା ସିଂହାସନ ରୁ ଅନ୍ୟ ସ୍ଥାନକୁ ପୂଜା ପଣ୍ଡା ମାନେ ବିଜେ କରିଥାନ୍ତି ପରେ ମହାଜନ ପାଣଗ୍ରାହୀଙ୍କ ଦ୍ଵାରା ସିଂହାସନ କୁ ଯାଇ ମହାପ୍ରଭୁଙ୍କୁ ଭୋଗ ମଣ୍ଡପ କୁ ବିଜେ କରିଥାନ୍ତି ସମୟର ରେ ନହୋଇ ରାତ୍ର ଚାରିଟା ବେଳକୁ ଆସି ବିଜେ କରି ସେନାପଟା କରିଥିଲେ ସମୟ ରେ ପରିବର୍ତନ ହୋଇଥିଲା ନୂତନ ଟ୍ରଷ୍ଟ ବୋର୍ଡ ହୋଇ ସାରିଥିଲା ବେଳେ ଆଗ କୁ ରଥ ଯାତ୍ରା ପରିଚାଳନା କିପରି କରିବେ ସେ ନେଇ ଭକ୍ତ ମହଲରେ ପ୍ରଶ୍ନ ଉଠିଛି
ହିନ୍ଦୁସ୍ଥାନ ସମାଚାର / ରବି