କେନ୍ଦ୍ରାପଡାରେ କେଂଗ୍ରସର ସମ୍ବିଧାନ ସୁରକ୍ଷା ସମାବେଶ
କେନ୍ଦ୍ରାପଡ଼ା, ୧୦ ଜୁନ୍ (ହିସ) - ଅଦ୍ୟ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଜାତୀୟ କେଂଗ୍ରସ ପକ୍ଷରୁ ଡ. ସିପ୍ରା ମଲ୍ଲିକଙ୍କ ନେତୃତ୍ୱେର ସମ୍ବିଧାନ ସୁରକ୍ଷା ସମାବେଶ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥେମ ତିନିମୂହାଣୀ ସ୍ଥିତ ଗାନ୍ଧୀ ସ୍ମାରକୀ ପୀଠରେ ମାଲ୍ୟାପର୍ଣ କରି କେନ୍ଦ୍ରାପଡା କେଂଗ୍ରସ ଭବନ ପର୍ଯ
କେନ୍ଦ୍ରାପଡାରେ କେଂଗ୍ରସର ସମ୍ବିଧାନ ସୁରକ୍ଷା ସମାବେଶ


କେନ୍ଦ୍ରାପଡ଼ା, ୧୦ ଜୁନ୍ (ହିସ) - ଅଦ୍ୟ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଜାତୀୟ କେଂଗ୍ରସ ପକ୍ଷରୁ ଡ. ସିପ୍ରା ମଲ୍ଲିକଙ୍କ ନେତୃତ୍ୱେର ସମ୍ବିଧାନ ସୁରକ୍ଷା ସମାବେଶ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥେମ ତିନିମୂହାଣୀ ସ୍ଥିତ ଗାନ୍ଧୀ ସ୍ମାରକୀ ପୀଠରେ ମାଲ୍ୟାପର୍ଣ କରି କେନ୍ଦ୍ରାପଡା କେଂଗ୍ରସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ସମାବେଶ ଶୋଯାତ୍ରୋର ଯାଇ ସେଠାରେ ଏକ ଜନସଭା କରାଯାଇଥିଲା । ଉକ୍ତ ସଭାକୁ ଜିଲ୍ଲା କେଂଗ୍ରସର ସେଂଯାଜକ ପ୍ରଫୁଲ୍ଲ କୁମାର ଦାସ ସେଂଯାଜକ କରିଥେôଲ ଏବଂ ଏଥେôର ପ୍େରଦଶ କେଂଗ୍ରସ କମିଟି ତରଫରୁ ଉପସଭାପତି ସସ୍ମିତା ବେହେରା,ସମ୍ପାଦକ ମୋହନ ହେମ୍ରମ୍ ପର୍ଯ୍ୟେବକ୍ଷକ ଭାବେ ଯୋଗ ଦେଇଥେôଲ । ବୈଠକେର ଡ. ସିପ୍ରା ମଲ୍ଲିକ ନିଜର ଅଭିଭାଷଣେର ସମ୍ବିଧାନ ବଂଚାଅ ଦେଶ ବଂଚାଅ ଉପରେ ଗଭିର ଆଲୋକପାତ କରିଥେôଲ । ଜିଲ୍ଲା ଦାୟୀତ୍ୱରେ ଥିବା ସସ୍ମିତା େବେହରା ଜୟ ବାପୁ ଜୟ ଭିମ ଜୟ ସମ୍ବିଧାନ ଡାକରାର ମମର୍କ ଅନୁସିଳନ କରିଥେôଲ । ପ୍ରେଦଶ କେଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ସମେୟାଜିତ ଡାକରା ନିମେନ୍ତ ବୈଠକରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟେର ପ୍ରେଦଶ କେଂଗ୍ରସ କମିଟି ସମ୍ପାଦିକା ସସ୍ମିତା ପଣ୍ଡା, କେଂଗ୍ରସ ନେତା ଫକିର ଖଟୁଆ, ପୂବର୍ତନ ପୌରାଧ୍ୟକ୍ଷ ଆକବର ଅଲ୍ଲୀ, ମହେନ୍ଦ୍ର ପରିଡା, ବସନ୍ତ ସେଠୀ, ଅପର୍ଣ୍ଣା ମିଶ୍ର, ବିଧୁଭୂଷଣ ମହାପାତ୍ର, ଯୁବ ନେତା ରଶ୍ମି ରଞ୍ଜନ ଚୌଧୁରୀ, ଉମେସ ପାଢି, ହିମାଇଶିୁ ନନ୍ଦ, ହରିଶ ପଟନାୟକ, ସତ୍ୟପ୍ରିୟ ସାମଲ, ପ୍ରଲ୍ଲାଦ ବେହେରା, ପ୍ରମୋଦ କୁମାର ସେଠୀ, ତରନୁମ୍ ଆରୀ, ପଲ୍ଲବ ପ୍ରୟଦର୍ଶୀ, ରଞ୍ଜନ କୁମାର ରାଉତ, ରଞ୍ଜନ କୁମାର ରାଉତ, ଅଭୟ ସ୍ୱାଇଁ, ଛାତ୍ର ନେତା ଦିବ୍ୟରଞ୍ଜନ ରାଉତ, ବିପ୍ଳବ ମହାନ୍ତି, ଜଲ୍ଲାଲ ଉଦ୍ଦିନଙ୍କ ସମେତ ସତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥେôଲ ।

----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande