ଜୟପୁର, ୧୧ ଜୁନ୍ (ହି.ସ.) - ଗଞ୍ଜେଇ ଚାଲାଣ ମାମଲାରେ ଫେରାର ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କୋରାପୁଟ ଜିଲା ବିସଂପୁର ଥାନା ସି.ଏଚ ହୃଷିକେଷ ରାଓ ଏଲିଏସ ବାବୁଲି (୨୮)ା ସୁଚନା ଅନୁଯାଇ ଗତ ୩୦.୬.୨୩ ତାରିଖ ରେ ଓଏଚପିସି ହସପିଟାଲ ପଛପଟେ ୨ ଅଭିଯୁକ୍ତ ସ୍କୁଟି ରେ ଗଞ୍ଜେଇ ଚାଲାଣ କରୁଥିବା ସୁଚନା ଚଢାଉ କରିଥିଲା ପୋଲିସ। ପୋଲିସ କୁ ଦେଖି ଗଞ୍ଜେଇ ଓ ସ୍କୁଟି କୁ ଛାଡି ଚାଲାଣ କାରି ଚମ୍ପଟ ମାରିଥିବା ବେଳେ ଗିରଫ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି