ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତିର ସହ ସମ୍ପାଦକ ମନୋଜ କୁମାର ବଣିଆ କାର୍ଯ୍ୟରୁ ନିଲମ୍ବିତ
ଭବାନୀପାଟଣା,୧୧ଜୁନ (ହି.ସ) - ଧର୍ମଗତବ୍ଲକ ଅଧୀନସ୍ଥ ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତିର କାର୍ଯ୍ୟରତ ଥିବା ସହସମ୍ପାଦକ ମନୋଜ କୁମାର ବଣିଆ ଧାନ କିଣା ରେ ଅବ୍ୟବସ୍ଥା ହେତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ଆର୍ ସି ଏସ୍ କଳାହାଣ୍ଡି ଙ୍କ ନିଳମ୍ବନ ଆଦେଶ ପତ୍ର ସଂଖ୍ୟା ୭୭୧ ତାରିଖ ୧୦.୬.୨୦୨୫ ଅନ
ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତିର ସହ ସମ୍ପାଦକ ମନୋଜ କୁମାର ବଣିଆ କାର୍ଯ୍ୟରୁ ନିଲମ୍ବିତ


ଭବାନୀପାଟଣା,୧୧ଜୁନ (ହି.ସ) - ଧର୍ମଗତବ୍ଲକ ଅଧୀନସ୍ଥ ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତିର କାର୍ଯ୍ୟରତ ଥିବା ସହସମ୍ପାଦକ ମନୋଜ କୁମାର ବଣିଆ ଧାନ କିଣା ରେ ଅବ୍ୟବସ୍ଥା ହେତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ଆର୍ ସି ଏସ୍ କଳାହାଣ୍ଡି ଙ୍କ ନିଳମ୍ବନ ଆଦେଶ ପତ୍ର ସଂଖ୍ୟା ୭୭୧ ତାରିଖ ୧୦.୬.୨୦୨୫ ଅନୁଯାୟୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande