ରାଜପଥ ଦୁର୍ଘଟଣାରେ ୬ଗୋରୁ ମୃତ
କୋରେଇ, ୧୧ ଜୁନ୍ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ବଜାର ଠାରୁ ହାଟସାହି ମଧ୍ୟରେ ୬ଟି ଗୋରୁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ରାଜପଥର ଉଭୟ ପାଶ୍ୱର୍ରେ ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ୪ଟି ଗାଇ ଓ ୨ଟି ଷଣ୍ଢ ଅଜଣା ଗାଡି ଧକ୍କାର
ରାଜପଥ ଦୁର୍ଘଟଣାରେ ୬ଗୋରୁ ମୃତ


କୋରେଇ, ୧୧ ଜୁନ୍ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ବଜାର ଠାରୁ ହାଟସାହି ମଧ୍ୟରେ ୬ଟି ଗୋରୁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ରାଜପଥର ଉଭୟ ପାଶ୍ୱର୍ରେ ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ୪ଟି ଗାଇ ଓ ୨ଟି ଷଣ୍ଢ ଅଜଣା ଗାଡି ଧକ୍କାରେ ମୃତ୍ୟୁ ଘଟିଛି । ରାଜପଥ ପୋଟ୍ରୋଲିଂଗ ଅଧିକାରୀ ଅଶୋକ ବଳ ରାଜପଥ ରୋଡ ସେପଟି ଟିମକୁ ଡକାଇ ଜେସିବି ଦ୍ୱାରା ସେମାନଙ୍କ ମୃତ ଦେହକୁ ଉଦ୍ଧାର କରି ସତ୍କାର କରାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande