ଭୁବନେଶ୍ୱର, 13 ଜୁନ୍ (ହି.ସ.)
- ସାନିଟାରୀ
ଦୋକାନରୁ ୨ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଛି । ଥାନାରେ ଅଭିଯୋଗ ପରେ ସହିଦନଗର ଥାନା
ପୋଲିସ ଛାନଭିନ୍ କରିଛି । ଟିଣ ଛାତ କାଟି
ସାନିଟାରୀ ଦୋକାନରେ କଳା କନା ବୁଲାଇଛନ୍ତି ଲୁଟେରା । ଭିଏସ ଏସ ନଗର ସ୍ଥିତ ଏମଏସସାନିଟାରୀରୁ ଲୁଟ
ହୋଇଛି । ଦୋକାନ ମାଲିକ କୌଣସି ଏକ କାମରେ ବାହାରକୁ ଯାଇଥିଲେ । ଦୋକାନ ବନ୍ଦ ଥିଲା, ତାର ସୁଯୋଗ ନେଇ
ଲୁଟିନେଇଛନ୍ତି ଦୁର୍ବୃତ୍ତ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା