ଭୁବନେଶ୍ୱର, 15 ଜୁନ୍ (ହି.ସ.)- ବାଙ୍କୀ ବଢୁଛି
ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା । ଘୋଳପୁର ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି
। ତଦନ୍ତ ପାଇଁ ଗାଁରେ ମେଡିକାଲ୍ ଟିମ୍ ପହଂଚିଥିବା ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
15 Jun 2025
ସୁବର୍ଣ୍ଣପୁର, 15 ଜୁନ୍ (ହି.ସ.) ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବର୍ଷ ଏକ ଉପଲବ୍ଧି ଅନେକ ଶୀର୍ଷକ ଜିଲ୍ଲାସ୍ତରୀୟ ବିକାଶ ମେଳା - ୨୦୨୫ ସୁବର୍ଣ୍ଣପୁରର ରୟାଲ ପଡ଼ିଆଠାରେ ଗତ ୧୨ ତାରିଖରେ ଉଦଘାଟିତ ହୋଇଯାଇଛି । ବିକଶିତ ଓଡ଼ିଶାର ସଂକଳ୍ପ ସହ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଭିନ୍ନ ..
ଖୋର୍ଦ୍ଧା, 15 ଜୁନ୍ (ହି.ସ.)ସ୍ଥାନୀୟ ହାବେଳି ପଡିଆଠାରେ ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା ବର୍ଷ ଏକ.... ଉପଲବ୍ଧି ଅନେକ, ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା ତଥା ରଜ ମହୋତ୍ସବ ଆଜି ସମାରୋହରେ ପାଳିତ ହୋଇଯାଇଛି l ଦର୍ଶକ ମାନେ ରାଜ୍ୟ ସରକାର ଙ୍କ ଏକ ବର୍ଷ ଶାସନର ..
ବନରକ୍ଷୀ ପ୍ରହ୍ଲାଦ ପଧାନଙ୍କ ହତ୍ୟାର ପ୍ରତିବାଦରେ ବନବିଭାଗ ପକ୍ଷରୁ କଳାବ୍ୟାଚ ପିନ୍ଧି ପ୍ରଦର୍ଶନ l..
ଜଙ୍ଗଲ ଜମି ପଟ୍ଟା ପାଇଁ ୨୦ ଆଦିବାସୀ ପରିବାର ହନ୍ତସନ୍ତ ପଟ୍ଟା ପାଇଁ ପ୍ରଶାସନକୁ ନେହୁରା ହେଲେ ମଧ୍ୟ ପରିଣାମ ଶୂନ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha